Gold Rate Today: ଖୁସି ଖବର! ଖସିଲା ଗ୍ରାମ ପିଛା ସୁନା ଦର, ଓଡ଼ିଶାରେ..

Gold Rate Today: ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାରି ମଧ୍ୟରେ ଗ୍ରାହକଙ୍କ ପାଇଁ ଖୁସି ଖବର। ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। ଆଉ ବିବାହ ସିଜିନ୍ ରେ ସୁନା କିଣିବାକୁ ସାହାସ କରିପାରୁନଥିଲେ ଲୋକେ। ଏବେ ଦର ଖସିବାରୁ ଗ୍ରାହକମାନେ ଏହି ମାସରେ ସୁନା ଗହଣା କିଣିପାରିବେ।

Gold Rate Today: ଖୁସି ଖବର! ଖସିଲା ଗ୍ରାମ ପିଛା ସୁନା ଦର, ଓଡ଼ିଶାରେ..

About the Author