Gold Rate Today: ନୂଆବର୍ଷରେ ଜାରି ହେଲା ନୂଆ ସୁନାଦର,୨୨ କ୍ୟାରେଟ୍ କୁ ରହିଛି...

Gold Rate Today: ନୂଆବର୍ଷରେ ଗ୍ରାହକଙ୍କୁ ଝଟକା। ଗତ ସପ୍ତାହରେ ସୁନାଦର ହ୍ରାସ ହୋଇଥିବା ବେଳେ ଆଜି ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ନଜର ପକାଇବା କେଉଁ ସହରରେ କେତେ ରହିଛି ରେଟ୍?

Gold Rate Today: ନୂଆବର୍ଷରେ ଜାରି ହେଲା ନୂଆ ସୁନାଦର,୨୨ କ୍ୟାରେଟ୍ କୁ ରହିଛି...

About the Author