Gold Rate Today: ସୁନାଦରରେ ବୃହତ ହ୍ରାସ ,ଭରି ପିଛା ଖସିଲା ଏତେ ଶହ;୨୨ କ୍ୟାରେଟ୍ ର ଦାମ୍ ରହିଛି...

Gold Rate Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ସପ୍ତାହେ ପରେ ଖସିଲା ସୁନା ରେଟ୍ । ଗତକିଛି ଦିନ ହେବ ସୁନାଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବର ଆପଣଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

Gold Rate Today: ସୁନାଦରରେ ବୃହତ ହ୍ରାସ ,ଭରି ପିଛା ଖସିଲା ଏତେ ଶହ;୨୨ କ୍ୟାରେଟ୍ ର ଦାମ୍ ରହିଛି...

About the Author