Postal Services to US: ଆମେରିକା ସହ ଟାରିଫ୍ ଟେନସନ୍ ମଧ୍ୟରେ ଆସିଲା ଭଲ ଖବର

Postal Services to US: ଆମେରିକା ସହିତ ଟାରିଫ୍ ଟେନସନ୍ ମଧ୍ୟରେ ଏକ ଭଲ ଖବର ଆସିଛି। ଭାରତୀୟ ଡାକ ବିଭାଗ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛି। ୧୫ ଅକ୍ଟୋବରରୁ ଆମେରିକାକୁ ସମସ୍ତ ପ୍ରକାରର ଆନ୍ତର୍ଜାତୀୟ ଡାକ ସେବା ପୁନଃ ଆରମ୍ଭ କରିବାକୁ ଯାଉଛି।

Postal Services to US: ଆମେରିକା ସହ ଟାରିଫ୍ ଟେନସନ୍ ମଧ୍ୟରେ ଆସିଲା ଭଲ ଖବର
Image Credit: Postal Services to US

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More