Milk Price Cut: ଲିଟର ପିଛା ୨ ଟଙ୍କା ଶସ୍ତା ହେଲା ମଦର ଡେରୀ କ୍ଷୀର, ଘିଅ ଏବଂ ପନିରର ମୂଲ୍ୟ ମଧ୍ୟ ହ୍ରାସ

Milk Price Cut: ମଦର ଡେରୀ ଏହାର ପ୍ରଡକ୍ଟ ଗୁଡ଼ିକର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି। ସରକାରଙ୍କ ଦ୍ୱାରା GST ହ୍ରାସର ସିଧାସଳଖ ଲାଭ ଗ୍ରାହକମାନଙ୍କୁ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

Milk Price Cut: ଲିଟର ପିଛା ୨ ଟଙ୍କା ଶସ୍ତା ହେଲା ମଦର ଡେରୀ କ୍ଷୀର, ଘିଅ ଏବଂ ପନିରର ମୂଲ୍ୟ ମଧ୍ୟ ହ୍ରାସ
Image Credit: Milk Price Cut

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More