Google AI Hub: ଭାରତ ହେବ ବିଶ୍ୱର ସର୍ବବୃହତ AI ହବ୍, Google କରିବ ନିବେଶ ୧.୩୩ ଲକ୍ଷ କୋଟି ଟଙ୍କା

Google AI Hub Investment: ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ମଙ୍ଗଳବାର (୧୪ ଅକ୍ଟୋବର) ଏକ ବଡ଼ ଘୋଷଣା କରି ଭାରତରେ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ହବ୍ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ପାଇଁ କମ୍ପାନୀ ୧୫ ବିଲିୟନ ଡଲାର ନିବେଶ କରିବ।

Google AI Hub: ଭାରତ ହେବ ବିଶ୍ୱର ସର୍ବବୃହତ AI ହବ୍, Google କରିବ ନିବେଶ ୧.୩୩ ଲକ୍ଷ କୋଟି ଟଙ୍କା
Image Credit: Google AI Hub Investment

About the Author