ଭାରତର ଅର୍ଥନୀତି ଉପରେ ଆସ୍ଥା ପ୍ରକଟ କଲା ଆଇଏମ୍‍ଏଫ୍‍, କହିଲା ଜିଡିପି ୬.୪% ନୁହେଁ ୬.୬% ରହିବ

ଦୁର୍ବଳ ବିଶ୍ୱ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ଏକ ଦୃଢ଼ ସ୍ତମ୍ଭ ରୂପେ ଛିଡ଼ା ହୋଇଛି। ୨୦୨୫ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୬% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଆକଳନ କରିଛି। ଆଇଏମ୍‍ଏଫ୍‍ ଏହାର ବିଶ୍ୱ ଅର୍ଥବ୍ୟବସ୍ଥା ଆଉଟଲୁକ୍‌ (ଅକ୍ଟୋବର ୨୦୨୦୫) ରିପୋର୍ଟରେ ଏ ବିଷୟ ସ୍ପଷ୍ଟ କରିଛି। ଦୃଢ଼ ଘରୋଇ ଚା

 ଭାରତର ଅର୍ଥନୀତି ଉପରେ ଆସ୍ଥା ପ୍ରକଟ କଲା ଆଇଏମ୍‍ଏଫ୍‍, କହିଲା ଜିଡିପି ୬.୪% ନୁହେଁ  ୬.୬% ରହିବ

About the Author