ଆଜି ମଦ କାଉଣ୍ଟର ବନ୍ଦ

ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ଆଜି ରାଜଧାନୀରେ ସମସ୍ତ ମଦ ଦୋକାନକୁ ବନ୍ଦ ରଖିବା ପାଇଁ ଆଦେଶ ଦିଆଯାଇଛି। ଯେଉଁମାନେ ଏହା ବିରୋଧରେ ଯାଇ ଖୁଚରା ମଦ ବିକ୍ରି କରିବେ ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ ବୋଲି ଖୋର୍ଦ୍ଧା ଜିଲାପାଳ ଆଦେଶ ଦେଇଛନ୍ତି। ଆଜି ଭସାଣୀ ଉତ୍ସବକୁ ଆଖିରେ ରଖି ଏହି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ

ଆଜି ମଦ କାଉଣ୍ଟର ବନ୍ଦ

About the Author