ISRO ସୃଷ୍ଟି କଲା ଆଉ ଏକ ରେକର୍ଡ, ସଫଳତାର ସହ ଲଞ୍ଚ କଲା 'ବାହୁବଳୀ'ସାଟେଲାଇଟ୍

ISRO ଏହାର ବାହୁବଳୀ ସାଟେଲାଇଟ୍ ଉତକ୍ଷେପଣ କରିଛି। CMS-03 ନାମକ ଏହି ସାଟେଲାଇଟ୍ ଏକ LVM3-M5 ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯାଇଥିଲା। ଏହାର ଭାରୀ ପେଲୋଡ୍ କ୍ଷମତା ପାଇଁ ଏହାକୁ "ବାହୁବଳୀ" ନାମ ଦିଆଯାଇଛି।

ISRO ସୃଷ୍ଟି କଲା ଆଉ ଏକ ରେକର୍ଡ, ସଫଳତାର ସହ ଲଞ୍ଚ କଲା 'ବାହୁବଳୀ'ସାଟେଲାଇଟ୍
Image Credit: ISRO Launch

About the Author