ଜୟ ଆଗରେ, ବିଜେଡି ତୃତୀୟ: ଟକ୍କର ଦେଉଛି କଂଗ୍ରେସ

ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନୂଆପଡ଼ାରେ ଆଗୁଆ ଚାଲିଛନ୍ତି। ନିକଟସ୍ଥ ପ୍ରାର୍ଥୀ ଭାବେ କଂଗ୍ରେସର ଘାସିରାମ ମାଝିଙ୍କଠାରୁ ଜୟ ୧୨୩୧୫ େଭାଟରେ ଆଗୁଆ ରହିଛନ୍ତି। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ଏହି ଟ୍ରେଣ୍ଡ ଦେଖିବାକୁ ମିଳିଛି। ସମୁଦାୟ ୨୬ଟି ରାଉଣ୍ଡରେ ଗଣତି ଶେଷ ହେବ େବାଲି ପୂର୍ବରୁ ଜିଲାପାଳ ସୂଚନା ଦେଇଥିଲେ। ନୂଆପଡ

ଜୟ  ଆଗରେ, ବିଜେଡି ତୃତୀୟ: ଟକ୍କର ଦେଉଛି କଂଗ୍ରେସ