JioAirFiber: ଓଡ଼ିଶାରେ ଜିଓ ଏୟାରଫାଇବରର ଧୁମ,୨ ଲକ୍ଷରୁ ଅଧିକ ଗ୍ରାହକ ମାଇଲଖୁଣ୍ଟ ହାସଲ: ଟ୍ରାଇ ତଥ୍ୟ

ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ, ରାଜ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଜିଓର ଅତ୍ୟନ୍ତ ଲୋକପ୍ରିୟ ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ରାଜ୍ୟରେ ୨ ଲକ୍ଷ ଗ୍ରାହକ ସଂଖ୍ୟା ଅତିକ୍ରମ କରିଛି। ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି।

JioAirFiber: ଓଡ଼ିଶାରେ ଜିଓ ଏୟାରଫାଇବରର ଧୁମ,୨ ଲକ୍ଷରୁ ଅଧିକ ଗ୍ରାହକ ମାଇଲଖୁଣ୍ଟ ହାସଲ: ଟ୍ରାଇ ତଥ୍ୟ

About the Author