Nobel Prize 2025: ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା, ଜାଣନ୍ତୁ କିଏ ପାଇବେ ଏହି ସମ୍ମାନ?

Nobel Prize 2025: ଅର୍ଥନୀତିରେ ନୋବେଲ ପୁରସ୍କାର ଜୋଏଲ୍ ମୋକିର୍, ଫିଲିପ୍ ଆଗିଅନ୍ ଏବଂ ପିଟର୍ ହାୱିଟ୍ଙ୍କୁ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ନୋବେଲ୍ କମିଟି ଉଲ୍ଲେଖ କରିଛି ଯେ ଏହି ଅର୍ଥନୀତିଜ୍ଞମାନେ ପ୍ରଦର୍ଶନ କରିଛନ୍ତି ଯେ ନବସୃଜନ କିପରି ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନିଏ।

Nobel Prize 2025: ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା, ଜାଣନ୍ତୁ କିଏ ପାଇବେ ଏହି ସମ୍ମାନ?
Image Credit: Nobel Prize in Economics

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More