Nobel Prize 2025: ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା, ଏହି ୩ ବୈଜ୍ଞାନିକ ପାଇବେ ପୁରସ୍କାର

Nobel Prize 2025: ଚଳିତ ବର୍ଷର ନୋବେଲ ପୁରସ୍କାର ବିଜେତାମାନେ ଏକ ବୈଦ୍ୟୁତିକ ସର୍କିଟ୍ ସହିତ ପରୀକ୍ଷଣ କରିଥିଲେ। ଯାହା କ୍ୱାଣ୍ଟମ୍ କ୍ରିପ୍ଟୋଗ୍ରାଫି ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟର ପ୍ରଯୁକ୍ତିବିଦ୍ୟାକୁ ଆହୁରି ବୁଝିବାରେ ସାହାଯ୍ୟ କରିବ।

Nobel Prize 2025: ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା, ଏହି ୩ ବୈଜ୍ଞାନିକ ପାଇବେ ପୁରସ୍କାର
Image Credit: Nobel Prize 2025 in Physics

About the Author