ଜଣେ ସାଧାରଣ ଓକିଲରୁ ଭାରତର ସର୍ବୋଚ୍ଚ ନ୍ୟାୟାଧୀଶ: ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍‍ ସୂର୍ଯ୍ୟକାନ୍ତ

ଆଜି ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ୍‍ ସୂର୍ଯ୍ୟ କାନ୍ତ। ରାଷ୍ଟ୍ରପତି ଭବନରେ ବିଧି ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହାପରେ ତାଙ୍କୁ ୬୫ ବର୍ଷ ହେବା ଯାଏ ଅର୍ଥାତ୍‍ ଆସନ୍ତା ୧୫ ମାସ ଯାଏ ସେ ପାଲଟିବେ ଭାରତର ବିଚାର ବ୍ୟବସ୍ଥାର ସର୍ବୋଚ୍ଚ ନ୍ୟାୟାଧୀଶ। ଭାରତୀୟ

ଜଣେ ସାଧାରଣ ଓକିଲରୁ ଭାରତର ସର୍ବୋଚ୍ଚ ନ୍ୟାୟାଧୀଶ: ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍‍ ସୂର୍ଯ୍ୟକାନ୍ତ

About the Author