Advertisement
Article Detail0/zeeodisha/odisha2751372
Zee OdishaOdisha Trending‘ଅପରେସନ୍‍ ସିନ୍ଦୂର’ ସମ୍ପର୍କରେ ସଠିକ୍‍ ତଥ୍ୟ, ସିଧାସଳଖ ବହିର୍ବ୍ୟାପାର ମନ୍ତ୍ରଣାଳୟରୁ, ଜାଣନ୍ତୁ ଏଇଠି

‘ଅପରେସନ୍‍ ସିନ୍ଦୂର’ ସମ୍ପର୍କରେ ସଠିକ୍‍ ତଥ୍ୟ, ସିଧାସଳଖ ବହିର୍ବ୍ୟାପାର ମନ୍ତ୍ରଣାଳୟରୁ, ଜାଣନ୍ତୁ ଏଇଠି

ଭାରତ- ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାମୂଳକ ସ୍ଥିତି ଏବଂ ଏହାର ଜବାବ କ୍ରମେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ବାବଦରେ ଭାରତ ସରକାରଙ୍କ ପକ୍ଷରୁ ପ୍ରତି ଦିନ ବିବରଣୀ ପ୍ରଦାନ କରାଯାଉଛି। ଏହାକୁ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଉଛି। ଆଜି ସାଢ଼େ ୧୦ଟା ବେଳେ ଆରମ୍ଭ ହେବ ଏହି ପ୍ରେସ୍‍ ବିବରଣୀ।  ଏହି ପ୍ରେସ୍‍ ବିବରଣୀକୁ ଲାଇଭ୍‍ ଦେଖିବା ଲାଗି ନିମ୍ନ ଲିଙ୍କକୁ କ୍ଲିକ୍‍ କରନ୍ତୁ: https://www.youtube.com/watch?v=REnzRPiVLKY

Add Zee News as a Preferred Source
About the Author