ଆସନ୍ତା କାଲି ଭସାଣୀ, ଦିନ ୨ଟାରୁ ଟ୍ରାଫିକ କଟକଣା; କେଉଁ ରାସ୍ତା ଦେଇ ଯିବେ ଜାଣନ୍ତୁ

ଆସନ୍ତା କାଲି ରାଜଧାନୀରେ ଭସାଣୀ ଉତ୍ସବ ପାଳନ ହେବ। ଦୁର୍ଗାପୂଜାର ଏହା ଶେଷ ଦିନ ।ଏହିଦିନ ସଦହରବାସୀ ଆବହନ କରିଥିବା ମାଙ୍କ ମୃଣ୍ମୟୀ ମୂର୍ତ୍ତକୁ ବିସର୍ଜନ କରିବେ। ଏହି କାର୍ଯ୍ୟକୁ ପରମ୍ପରା ଓ ଶୃଙ୍ଖଳାର ସହ ସମାପନ କରିବା ଲାଗି ପୁଲିସ ପ୍ରଶାସନ ବ୍ୟପକ ବ୍ୟବସ୍ଥା ଗ୍ରହଣ କରିଛି। ସହରରେ ୧୯୩ଟି ମେଢ଼ ଥିଲେ ବି ସେମାନେ ୪ଟି ସ୍ଥାନରେ ଏକତ୍ରିତ ହେବେ।

ଆସନ୍ତା କାଲି ଭସାଣୀ, ଦିନ ୨ଟାରୁ ଟ୍ରାଫିକ କଟକଣା; କେଉଁ ରାସ୍ତା ଦେଇ ଯିବେ ଜାଣନ୍ତୁ

About the Author