ପ୍ରତି ତହସିଲରେ ହେବ ଜମିଜମା ପଞ୍ଜିକରଣ: ନୂଆପଡ଼ାରୁ ହେଲା ଆରମ୍ଭ

ରାଜ୍ୟର ପ୍ରତି ତହସିଲରେ ଏଣିକି ଜମି ଜମା ପଞ୍ଜିକରଣ ହୋଇପାରିବ। ଏନେଇ ତହସିଲରେ ସବ୍‍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହା ନୂଆପଡ଼ି ଜିଲ୍ଲାର ଆରମ୍ଭ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆପଡ଼ା ଜିଲ୍ଲାର ସିନାପାଲି, କୋମନା ଏବଂ ବୋଡେନ ତହସିଲରେ ଏହି ସେବା ଆଜିଠାରୁ ଆରମ୍ଭ କରାଯାଉଛି

ପ୍ରତି ତହସିଲରେ ହେବ ଜମିଜମା ପଞ୍ଜିକରଣ: ନୂଆପଡ଼ାରୁ ହେଲା ଆରମ୍ଭ

About the Author