Today Petrol Diesel Price: ଜାରି ହେଲା ନୂତନ ତୈଳଦର, ଭୁବନେଶ୍ୱରରେ ଖସିଲା ତୈଳଦର

ନୂଆଦିଲ୍ଲୀ: ଆଜି ବୁଧବାର ଜୁନ ୧୮ ତାରିଖ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି।

Today Petrol Diesel Price: ଜାରି ହେଲା ନୂତନ ତୈଳଦର, ଭୁବନେଶ୍ୱରରେ ଖସିଲା ତୈଳଦର

About the Author