ବାତ୍ୟା ମୋନ୍ଥା: ଏହି ଟ୍ରେନଗୁଡ଼ିକର ହୋଇଛି ମାର୍ଗ ପରିବର୍ତ୍ତନ ଓ ବାତିଲ

ଆସନ୍ନ ଚକ୍ରବାତ ମୋନ୍ଥା ଏବଂ ଯାତ୍ରୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳବାଇ ଓ୍ଵାଲଟେୟାର ଅଞ୍ଚଳ ଏବଂ ସମ୍ପର୍କିତ ମାର୍ଗରେ ଚାଲୁଥିବା ଅନେକ କୋଚିଂ ଟ୍ରେନ୍‌କୁ ବାତିଲ, ମାର୍ଗ ପରିବର୍ତ୍ତନ ଏବଂ ଆଂଶିକ ସମାପ୍ତି ଘୋଷଣା କରିଛି। ଭାରତୀୟ ପାଣିପାଗ ବିଭାଗ ଦ୍ଵାରା ଜାରି କରାଯାଇଥିବା ସତର୍କତା ଏବଂ ପୂର୍ବାନୁମାନକୁ ଆଧାର କରି ଏହି ନିଷ୍ପତ୍ତି ନିଆଯା

ବାତ୍ୟା ମୋନ୍ଥା:  ଏହି ଟ୍ରେନଗୁଡ଼ିକର ହୋଇଛି ମାର୍ଗ ପରିବର୍ତ୍ତନ ଓ ବାତିଲ

About the Author