ପୁରୀ ଶ୍ରୀମନ୍ଦିରର ଭିତରେ ଧାଡ଼ି ଦର୍ଶନ ଲାଗି ସଜବାଜ

ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ନେଇ ଚାଲିଥିବା ପ୍ରସ୍ତାବ କିଛିଦିନ ସ୍ଥଗିତ ରହିବା ପରେ ପୁଣିଥରେ ଆଲୋଚନାକୁ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଆଜି ନିର୍ମାଣାଧୀନ ମଞ୍ଚାଗୁଡ଼ିକ ପରିଦର୍ଶନ କରିଛନ୍ତି। ସେମାନେ ଏହାକୁ ବାସ୍ତବିକ ପରିବେଶରେ ପରୀକ୍ଷା ନିରୀକ୍ଷା କରିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସ

ପୁରୀ ଶ୍ରୀମନ୍ଦିରର ଭିତରେ ଧାଡ଼ି ଦର୍ଶନ ଲାଗି ସଜବାଜ

About the Author