ସୁଭଦ୍ରା ମେଳାରେ ପରମ୍ପରିକ ମିଲେଟ ସାଜୁଛି ଆକର୍ଷଣ

ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳାରେ ମିଲେଟ୍ ଉତ୍ପାଦ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହେଉଛି। ମିଲେଟ୍ ପୋଡ଼ପିଠା, କ୍ଷୀର ଗଜା ଠାରୁ ଆରମ୍ଭ କରି ରାଗି ଲାଡୁ, ମିଲେଟ୍ ବିସ୍କୁଟ୍, ବାଜରା ଦୋସା ମିକ୍ସ, ଫକ୍ସଟେଲ୍ ନୁଡଲ୍ସ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଓ ପୌଷ୍ଟିକ ଖାଦ୍ୟ ଶିଶୁ ଠାରୁ ବୟସ୍କ ପର୍ଯ୍ୟନ

ସୁଭଦ୍ରା ମେଳାରେ ପରମ୍ପରିକ ମିଲେଟ ସାଜୁଛି ଆକର୍ଷଣ

About the Author