ରାଜଧାନୀକୁ ଅଶାନ୍ତ କହିଲେ ନବୀନ, କଠୋର ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କଲେ

ରାଜଧାନୀରେ ବଢ଼ୁଥିବା ହିଂସାକାଣ୍ଡକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଧରୋଧୀ ଦଳ ନେତା ନବୀନ ପଟ୍ଟନାୟ୍ରକ ଚିରାଚରିତ ଭାବେ ଟ୍ୱିଟର ହ୍ୟାଣ୍ଡଲରେ ସେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରି ରାଜ୍ୟୃ ପୁଲିସର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି ପୁଲିସ ଘଟଣା ଘଟିବା ପରେ କ୍ରିୟାଶୀଳ ହେଉଛି। ସେଥିଲାଗି ଅପରାଧୀ ଅଧିକ ସ୍ୱାଧୀନତା ପ

ରାଜଧାନୀକୁ ଅଶାନ୍ତ କହିଲେ ନବୀନ, କଠୋର ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କଲେ

About the Author