Advertisement
Article Detail0/zeeodisha/odisha2953464

ହବିଷ୍ୟାଳିଙ୍କ ପାଇଁ ନୂଆ ନିଷ୍ପତ୍ତି: ଏଣିକି ଆଉ ଗୋଟିଏ ଜାଗାରେ ରହିବା ବନ୍ଦୋବସ୍ତ

ପୁରୀରେ କାର୍ତ୍ତିକ ବ୍ରତ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ନୂଆ ଜାଗା ବି ହବିଷ୍ୟାଳିଙ୍କ ଠିକଣା ପାଲଟିବ। ବଡ଼ ଦାଣ୍ଡରେ ଥିବା ଅକ୍ଷୟପାତ୍ର ଫାଉଣ୍ଡେସନ୍‍ ଚାଲୁଥିବା ଘରେ ହେବ ହବିଷ୍ୟାଳିଙ୍କ ରହିବା ବ୍ୟବସ୍ଥା। ଏହି ସ୍ଥାନଟି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି। ଯାହାକୁ ମରାମତି ଓ ପୁନଃ ନିର୍ମାଣ କରାଯିବ।  ଆଜି ଓଡ଼ିଆ ଭାଷା ସାହିତ

  •  ଏଠାରେ ରହୁଥିବା ଅବିଷ୍ୟାଳିଙ୍କ ସୁରକ୍ଷା, ଯାତାୟାତ, ଦର୍ଶନ ଓ ମହାପ୍ରସାଦ ସେବନର ସୁ ବନ୍ଦୋବସ୍ତ କରାଯାଇଛି। ଏସବୁ ସେବା ପାଇଁ ସେମାନଙ୍କୁ ଗୋଟିଏ ବି ଟଘଙ୍କା ଦେବାକୁ ପଡ଼ୁ ନାହିଁ। ପବିତ୍ର କାର୍ତ୍ତିକରେ ଧର୍ମ ଅର୍ଜନ ସହିତ ଲୋକେ ଖର୍ଚ୍ଚାନ୍ତ ଯେପରି ନହେବେ ସେଥିପ୍ରତି ବ୍ୟବସ୍ଥା କରାଯାଇଛି। 

Trending Photos

ହବିଷ୍ୟାଳିଙ୍କ ପାଇଁ ନୂଆ ନିଷ୍ପତ୍ତି: ଏଣିକି ଆଉ ଗୋଟିଏ ଜାଗାରେ ରହିବା ବନ୍ଦୋବସ୍ତ

ପୁରୀ: ପୁରୀରେ କାର୍ତ୍ତିକ ବ୍ରତ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ନୂଆ ଜାଗା ବି ହବିଷ୍ୟାଳିଙ୍କ ଠିକଣା ପାଲଟିବ। ବଡ଼ ଦାଣ୍ଡରେ ଥିବା ଅକ୍ଷୟପାତ୍ର ଫାଉଣ୍ଡେସନ୍‍ ଚାଲୁଥିବା ଘରେ ହେବ ହବିଷ୍ୟାଳିଙ୍କ ରହିବା ବ୍ୟବସ୍ଥା। ଏହି ସ୍ଥାନଟି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି। ଯାହାକୁ ମରାମତି ଓ ପୁନଃ ନିର୍ମାଣ କରାଯିବ। 

ଆଜି ଓଡ଼ିଆ ଭାଷା ସାହିତ୍ୟ ଓ ଂସ୍କୃତି ବିଭାଗ ପକ୍ଷରୁ ଏ ନେଇ  ସୂଚନା ଦିଆଯାିଛି। ଏବେ ୫ଟି ରହଣୀ ସ୍ଥାନ ରହିଛି। ପୁଣି ଯେଉଁମାନେ ବାହାରୁ ପୁରୀ ଆସି ଏଠାରେ କାର୍ତ୍ତିକବ୍ରତ କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ସ୍ୱତନ୍ତ୍ର ବସ୍‍ ବ୍ୟବସ୍ଥା କରାଯାଇଛି। ୩୦ଟି ବସ୍‍ର ବ୍ୟବସ୍ଥା କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। 

 ଏଠାରେ ରହୁଥିବା ଅବିଷ୍ୟାଳିଙ୍କ ସୁରକ୍ଷା, ଯାତାୟାତ, ଦର୍ଶନ ଓ ମହାପ୍ରସାଦ ସେବନର ସୁ ବନ୍ଦୋବସ୍ତ କରାଯାଇଛି। ଏସବୁ ସେବା ପାଇଁ ସେମାନଙ୍କୁ ଗୋଟିଏ ବି ଟଘଙ୍କା ଦେବାକୁ ପଡ଼ୁ ନାହିଁ। ପବିତ୍ର କାର୍ତ୍ତିକରେ ଧର୍ମ ଅର୍ଜନ ସହିତ ଲୋକେ ଖର୍ଚ୍ଚାନ୍ତ ଯେପରି ନହେବେ ସେଥିପ୍ରତି ବ୍ୟବସ୍ଥା କରାଯାଇଛି। 

Add Zee News as a Preferred Source

ଏଥିଲାଗି ରାଜ୍ୟ ସରକାର ୩ କୋଟି ୩୦ ଲକ୍ଷ ୭୧ ହଜାର  ଟଙ୍କା ବ୍ୟୃୟ ବରାଦ କରିଥିବା କହିଛି ବିଭାଗ। 

About the Author