GST Rates On Electronics: ସ୍ମାର୍ଟଫୋନ୍ ଶସ୍ତା ହେବ ନା ମହଙ୍ଗା; TV, AC ଏବଂ ଫ୍ରିଜ୍ ମୂଲ୍ୟ କମିବ କି? ଜାଣନ୍ତୁ ନୂତନ ଟିକସ ଦର

New GST Rates On Electronics: ସେପ୍ଟେମ୍ବର ୩ ରେ ଅନୁଷ୍ଠିତ GST ପରିଷଦ ବୈଠକରେ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ଟିକସ ହ୍ରାସ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତୁ ଜାଣିବା ସ୍ମାର୍ଟଫୋନ୍, ଏସି, ଟିଭି ଏବଂ ମନିଟର ଭଳି ସାମଗ୍ରୀର ମୂଲ୍ୟ କେତେ ପରିବର୍ତ୍ତନ ହେବ।

GST Rates On Electronics: ସ୍ମାର୍ଟଫୋନ୍ ଶସ୍ତା ହେବ ନା ମହଙ୍ଗା; TV, AC ଏବଂ ଫ୍ରିଜ୍ ମୂଲ୍ୟ କମିବ କି? ଜାଣନ୍ତୁ ନୂତନ ଟିକସ ଦର
Image Credit: New GST Rates On Electronics

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More