କୋଣାର୍କରେ ନୂଆ କଟକଣା: ଆଉ ଚଢ଼ି ହେବନି ନାଟ ମଣ୍ଡପ

ବିଶ୍ୱ ଐତିହ୍ୟ ଭାବେ ପରିଚିତ ପୁରୀର କୋଣାର୍କ ମନ୍ଦିରରେ ନୂଆ କଟକଣା ଜାରି ହୋଇଛି। ଆଗନ୍ତୁକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କଟକଣା ଲଗାଯାଇଥିବା ଏଏସ୍‍ଆଇ ପୁରୀ ସୁପରିଣ୍ଟେଣ୍ଡଣ୍ଟ ଡିବି ଗଡ଼ ନାୟକ ସୂଚନା ଦେଇଛନ୍ତି। ଏହି ନୂଆ କଟକଣା ଅନୁସାରେ ଏଣିକି କୌଣସି ଆଗନ୍ତୁକଙ୍କୁ ନାଟ ମଣ୍ଡପ ଚଢ଼ିବାରୁ ବାରଣ କରାଯାଇଛି। ଅର୍ଥାତ୍‍ ନାଟ ମଣ୍ଡପକୁ ତଳୁ ଠିଆ

କୋଣାର୍କରେ ନୂଆ କଟକଣା: ଆଉ ଚଢ଼ି ହେବନି ନାଟ ମଣ୍ଡପ

About the Author