ଆସନ୍ତା କାଲି ବନକଲାଗି: ସନ୍ଧ୍ୟାରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଆସନ୍ତା କାଲି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳନ କରାଯିବ। କୃଷ୍ଣ ନବମୀ ତିଥି ଥିବାରୁ ଏହିଦିନ ପହାପ୍ରଭୁଙ୍କ ବନକଲାଗି ହେବାର କାର୍ଯ୍ୟକ୍ରମ ରହିଛି। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାଠାରୁ ରାତ୍ର ୧୦ଟା ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

ଆସନ୍ତା କାଲି ବନକଲାଗି: ସନ୍ଧ୍ୟାରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

About the Author