ବଢ଼ୁଛି ନୂଆପଡ଼ାରେ ଲୋକଙ୍କ ଭୋଟିଂ ଅଂଶ ଗ୍ରହଣ: ୩ଟା ସୁଦ୍ଧା ୬୫.୨୦%

ନୂଆପଡ଼ାରେ ଭୋଟରଙ୍କ ଅଂଶ ଗ୍ରହଣ ବଢ଼ୁଥିବା ଦେଖିବାକୁ ମିଳିଛି। ଉପ ନିର୍ବାଚନରେ ଅପରାହ୍ଣ ୩ଟା ସୁଦ୍ଧା ୬୫.୨୦% ଭୋଟର ମତଦାନ କରିଥିବା ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ। ଗତ ବିଧାନସଭା ନିର୍ବାଚନରେ ଭୋଟିଂ ହାର ୭୫.୪୪% ଥିଲା। ଆହୁରି ଦୁଇଘଣ୍ଟା ଭୋଟିଂ ସମୟ ଥିବାରୁ ଏଥର ମଧ୍‍ୟ ଭୋଟରଙ୍କ ଅଂଶ ଗ୍ରହଣ ବଢ଼ିବା ଆଶା ରହିଛ

ବଢ଼ୁଛି ନୂଆପଡ଼ାରେ ଲୋକଙ୍କ ଭୋଟିଂ ଅଂଶ ଗ୍ରହଣ: ୩ଟା ସୁଦ୍ଧା ୬୫.୨୦%