ଆୟୁଷ୍ମାନ ଯୋଜନାରେ ଯୋଡ଼ି ହେଲା କ୍ୟାନ୍ସର ଚିକିତ୍ସା, ୨୧୬୩ ପ୍ରକାର ରୋଗର ଚିକିତ୍ସା କରିବ ସରକାରୀ ଇନ୍ସ୍ୟୁରାନ୍ସ

ରାଜ୍ୟରେ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡକୁ ଅଧିକ ଲୋକାଭିମୁଖୀ କରାଯାଇଛି। ଓଡ଼ିଶା ପାଇଁ ଆୟୁଷ୍ମାନ ଯୋଜନାରେ ଅଙ୍କୋଲୋଜି, ହେମାଟୋଲୋଜି, ଚକ୍ଷୁ ଚିକିତ୍ସା ଆଦି ବିଭାଗର ୭୩ ଟି ନୂଆ ଚିକିତ୍ସା ପ୍ୟାକେଜ ଯୋଗ କରାଯାଇଛି। ଏହାଦ୍ୱାରା ରାଜ୍ୟ ପାଇଁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ପ୍ୟାକେଜ ସଂଖ୍ୟା ୨,୧୬୩କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ର ବ

ଆୟୁଷ୍ମାନ ଯୋଜନାରେ ଯୋଡ଼ି ହେଲା କ୍ୟାନ୍ସର ଚିକିତ୍ସା, ୨୧୬୩ ପ୍ରକାର ରୋଗର ଚିକିତ୍ସା କରିବ ସରକାରୀ ଇନ୍ସ୍ୟୁରାନ୍ସ

About the Author