କଟକରେ ବିଶ୍ୱ ଐତିହ୍ୟ ବାଲିଯାତ୍ରା ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ସନ୍ଧ୍ୟାରେ ଐତିହ୍ୟ ବାଲିଯାତ୍ରାକୁ କଟକର ମହାନଦୀପଠାରେ ଉଦ୍‍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି। ଏହା ସହିତ ଉଭୟ ଉପର ଏବଂ ତଳ ପଡ଼ିଆରେ ପଡ଼ିଥିବା ୧୬୦୦ରୁ ଅଧିକ ଷ୍ଟଲ ବ୍ୟବସାୟ ବାଣିଜ୍ୟ ପାଇଁ ଉନ୍ମୁକ୍ତ ହୋଇଛି। ଖାଲି ସେତିକି ନୁହେଁ ଜାତୀୟ ଏବଂ ସ୍ଥାନୀୟ କଳାକାରଙ୍କୁ ସୁଯୋଗ ଦେବାକୁ ବାଲିଯାତ୍ରାର

କଟକରେ ବିଶ୍ୱ ଐତିହ୍ୟ ବାଲିଯାତ୍ରା ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

About the Author