ଶୁଣୁନି ଏଫ୍‍ସିଆଇ: ଚାଷୀଙ୍କଠୁ ଅଧିକ ଧାନ କିଣି ଅଡ଼ୁଆରେ ରାଜ୍ୟ ସରକାର

ଚାଷୀଙ୍କଠାରୁ ଧାର୍ଯ୍ୟ ଧାନଠାରୁ ଅଧିକ ସଂଗ୍ରହ କରିଥିବାରୁ ଏବେ ଅଡ଼ୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ଏହି ଧାନ ରଖିବାକୁ ରାଜ୍ୟରେ ଥିବା ଏଫସିଆଇ ଗୋଦାମରେ ଆଉ ଜାଗା ନଥିବାରୁ ଏସବୁ ମଣ୍ଡିରେ ପଡ଼ି ରହିଛି। ଏ ଦିଗରେ ପଦକ୍ଷେପ ନେବାକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଓଡ଼ିଶା ସରକାରଙ୍କ ଅନୁରୋଧକୁ ଶୁଣୁ ନାହିଁ ଭାରତର ଖାଦ୍ୟ ନିଗମ ବା ଏଫ

ଶୁଣୁନି ଏଫ୍‍ସିଆଇ: ଚାଷୀଙ୍କଠୁ ଅଧିକ ଧାନ କିଣି ଅଡ଼ୁଆରେ  ରାଜ୍ୟ ସରକାର

About the Author