ପଞ୍ଚାୟତରେ ଖୋଲିବ ନୂଆ ଆଦର୍ଶ ସ୍କୁଲ, ସରକାର ଦେବେ ୫ କୋଟି

ପ୍ରତି ପଞ୍ଚାୟତରେ ଓଡ଼ିଆ ମାଧ୍ୟମ ଆଦର୍ଶ ସ୍କୁଲ୍‍ ଖୋଲିବା ଲାଗି ସରକାର ନେଇଥିବା ନିଷ୍ପତ୍ତିକୁ କ୍ୟାବିନେଟ୍‍ ମଞ୍ଜୁର କରିଛି। ଏହାଦ୍ୱାରା ରାଜ୍ୟ ସରକାର ଲକ୍ଷ୍ୟ ମୁତାବକ ୫ ବର୍ଷରେ ୨୨୦୦ଟି ମଡେଲ୍‍ ସ୍କୁଲ୍‍ ନିର୍ମାଣ କରିବେ। ଶିକ୍ଷାଧିକାର ଆଇନ, ଅନ୍ତର୍ଭୁକ୍ତି ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେବ ଏହି ଯୋଜନା। ପୂର୍ବରୁ ରାଜ୍ୟ ସରକା

ପଞ୍ଚାୟତରେ ଖୋଲିବ ନୂଆ ଆଦର୍ଶ ସ୍କୁଲ, ସରକାର ଦେବେ ୫ କୋଟି

About the Author