SI ପରୀକ୍ଷା କେଳେଙ୍କାରୀ; ମୁଖ୍ୟ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଉତ୍ତରାଖଣ୍ଡରୁ ଗିରଫ

Shankar Prusty Arrested: କ୍ରାଇମବ୍ରାଞ୍ଚ ଭାରତ-ନେପାଳ ସୀମାନ୍ତରେ ଥିବା ଉତ୍ତରାଖଣ୍ଡରୁ SI ନିଯୁକ୍ତି ଦୁର୍ନୀତିର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଦ୍ୱାରା ୱାଣ୍ଟେଡ୍ ପୃଷ୍ଟି ଏହି ଦୁର୍ନୀତିର ପର୍ଦ୍ଦାଫାସ ହେବା ପରଠାରୁ ଫେରାର୍ ଥିଲା ଏବଂ ନେପାଳ ସୀମାରେ ଲୁଚି ରହିଥିଲା।

SI ପରୀକ୍ଷା କେଳେଙ୍କାରୀ; ମୁଖ୍ୟ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଉତ୍ତରାଖଣ୍ଡରୁ ଗିରଫ
Image Credit: Shankar Prusty Arrested

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More