ବଢ଼ିବ ସ୍ଥାନୀୟ ବିପର୍ଯ୍ୟୟର କ୍ଷତିପୂରଣ: ସାପକାମୁଡ଼ା ପାଇଁ ୧୦ ଲକ୍ଷ

ରାଜ୍ୟ ସରକାର ବଜ୍ରପାତ ହେଉ ବା ସାପ କାମୁଡ଼ା ଅଥବା ବନ୍ୟଜନ୍ତୁଙ୍କ ଆକ୍ରମଣ ପରି ସ୍ଥାନୀୟ ବିପର୍ଯ୍ୟୟଗୁଡ଼ିକ ଲାଗି କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ଏହିକ୍ରମରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଏ ଦିଗରେ ଆଗ ପଦକ୍ଷେପ ନେବା ପରେ ରାଜ୍ୟ ସର

ବଢ଼ିବ ସ୍ଥାନୀୟ ବିପର୍ଯ୍ୟୟର କ୍ଷତିପୂରଣ: ସାପକାମୁଡ଼ା ପାଇଁ ୧୦ ଲକ୍ଷ

About the Author