ବଦଳିଲା ବାଲି, ପଥର ଖାଦାନ ନିଲାମ ପ୍ରକ୍ରିୟା, ଏବେ ଇ-ଲଟେରିରେ ବଣ୍ଟାଯିବ ଖାଦାନ

ବାଲି, ମୋରମ ଓ ପଥର ଭଳି ମାଇନର ମିନେରାଲ ଖନନ, ଉତ୍ତୋଳନ ଏବଂ ପରିବହନକୁ ନେଇ ଲାଗି ରହିଥିବା ବିବାଦକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ଇ ଲଟେରୀ ବ୍ୟବସ୍ଥା ପ୍ରଚଳନ କରିବେ। ଏହାକୁ ରାଜ୍ୟ କ୍ୟାବିନେଟ୍‍ ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ଚୋରା ଚାଲାଣକୁ ରୋକାଯାଇପାରିବ ବୋଲି ଆଶା କରାଯାଇଛି। ରାଜ୍ୟରେ ଆବଶ୍ୟକତା ହେଉଥିବା ଏହିପର

ବଦଳିଲା ବାଲି, ପଥର ଖାଦାନ ନିଲାମ ପ୍ରକ୍ରିୟା, ଏବେ ଇ-ଲଟେରିରେ ବଣ୍ଟାଯିବ ଖାଦାନ

About the Author