ଓଡ଼ିଶା ଆଣିବ ନୂଆ ଆଇନ, ରାଜସ୍ୱମନ୍ତ୍ରୀ ଦେଲେ ସୂଚନା

ରାଜ୍ୟରେ ଭୂମି ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଓ ଅତ୍ୟାଧୁନିକ ଆଇନ ଆସିବ। ଏହା ବର୍ତ୍ତମାନର ସମସ୍ୟାକୁ ସମାଧାନ କରିବା ସହ ଆଗକୁ ଆସିବାକୁ ଥିବା ସମସ୍ୟାକୁ ମଧ୍ୟ ସମାଧାନ କରିବା ଦିଗରେ ସହାୟକ ହେବ। ସାଧାରଣ ଲୋକଙ୍କ ପହଞ୍ଚରେ ଏହି ଆଇନ ରହିବ ଏବଂ ରାଜସ୍ୱ ବ୍ୟବସ୍ଥାକୁ ଅଧିକ ସଂର ଓ ସଂସ୍କାରିତ କରିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ

 ଓଡ଼ିଶା ଆଣିବ ନୂଆ ଆଇନ, ରାଜସ୍ୱମନ୍ତ୍ରୀ ଦେଲେ ସୂଚନା

About the Author