ଏବର୍ଷ ୫୦ ହଜାର ଏକରରେ ଆଳୁଚାଷ: ୩ ଲକ୍ଷ କ୍ୱିଣ୍ଟାଲ ବିହନ ଦେବେ ସରକାର

ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ଲାଗି ସରକାର ତତ୍ପର ହୋଇଛନ୍ତି। ଏବବର୍ଷ ଏହି ପରିପ୍ରେକ୍ଷୀରେ ୫୦ ହଜାର ଏକର ଜମିରେ ଆଳୁ ଚାଷ ହେବ। ସେଥିଲାଗି ୩ ଲକ୍ଷ କ୍ୱିଣ୍ଟାଲ୍‍ ବିହନ ସରକାର ପ୍ରଦାନ କରିବେ। ଏଥିଲାଗି କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ। ଓଡିଶାକୁ ଆଳୁରେ ଆତ୍ମନିର୍ଭର କରିବା

 ଏବର୍ଷ  ୫୦ ହଜାର ଏକରରେ ଆଳୁଚାଷ: ୩ ଲକ୍ଷ କ୍ୱିଣ୍ଟାଲ ବିହନ ଦେବେ ସରକାର

About the Author