ନଭେମ୍ବର ୧ରୁ ତହସିଲ ଅଫିସରେ ହେବ ଜମି କିଣାବିକା

ଏଣିକି ଜମି କିଣାବିକା ପାଇଁ ସବରେଜିଷ୍ଟ୍ରାରଙ୍କ ଅଫିସକୁ ଯିବା ଆବଶ୍ୟତା ରହିବ ନାହିଁ। ରାଜ୍ୟର ସବୁ ତହସିଲରେ ଏହି ନିବନ୍ଧନ ସୁବିଧା ଉପଲବ୍ଧ ହେବ। ପୁଣି ଏଥିପାଇଁ କୌଣସି ତୃତୀୟ ପକ୍ଷ ଉପରେ ନୁହେଁ ବରଂ ନିଜେ ଅନଲାଇନରେ ସମୟ ନିର୍ଦ୍ଧାରଣ କରି ଜମି କିଣାବିକା କରିପାରିବେ। ଏହି ବ୍ୟବସ୍ଥାକୁ ନଭେମ୍ବର ୧ ତାରିଖରେ ଲାଗୁ କରିବାକୁ ଯାଉଛନ୍ତି ସରକାର। ପ୍

ନଭେମ୍ବର ୧ରୁ ତହସିଲ ଅଫିସରେ ହେବ ଜମି କିଣାବିକା

About the Author