୧୬ରୁ କଡ଼ା ଚେକିଂ: ଦ୍ରୁତ ଗତି, ବେପରୁଆ ଡ୍ରାଇଭିଂ ଦେଇପାରେ ବ୍ୟାପକ ତଣ୍ଡ

ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଯାଇ ରାଜ୍ୟରେ ଆସନ୍ତା ୧୬ରୁ ୩୦ ଯାଏ ପାଳନ ହେବ ସଡ଼କ ସୁରକ୍ଷା ପକ୍ଷ। ଏହି ସପ୍ତାହରେ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ଶୂନକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ପରିବହନ ବିଭାଗ। ଏଥିଲାଗି ବିଭିନ୍ନ ସ୍ଥାନରେ କଡ଼ା ନଜର ରଖାଯିବ। ଯେଉଁ ଗାଡ଼ି ଚାଳକ ରାସ୍ତାା ନିୟମକୁ ଉଲ୍ଲଂଘନ କରୁଥିବେ ସେମାନଙ୍କ

୧୬ରୁ କଡ଼ା ଚେକିଂ: ଦ୍ରୁତ ଗତି, ବେପରୁଆ ଡ୍ରାଇଭିଂ ଦେଇପାରେ ବ୍ୟାପକ ତଣ୍ଡ

About the Author