ନଦୀଦେଇ ବୁହାଯିବ ଲୁହାପଥର, କୋଇଲା: ରାଜ୍ୟ-କେନ୍ଦ୍ର ଓ ଏମ୍‍ସିଏଲ୍‍ ମଧ୍ୟରେ ବୁଝାମଣା

ଏଣିକି ଖଣିରୁ ବନ୍ଦରକୁ କୋଇଲା ବା ଖଣିଜ ପଦାର୍ଥ ନଦୀପଥ ଦେଇ ପରିବହନ ହେବ। ଏହାଦ୍ୱାରା ପ୍ରଦୂଷଣ କମିବ ଏବଂ ରାସ୍ତା ଉପରେ ବୋଝ ମଧ୍ୟ ହ୍ରାସ ପାଇବ। ଏଥିନେଇ ଭାରତ ସରକାରଙ୍କ ସହ ଓଡ଼ିଶା ସରକାର ଓ ଖଣିଜ ଉତ୍ତୋଳନକାରୀ ମହାନଦୀ କୋଲ୍‍ ଫିଲ୍ଡ୍ସ ଲିମିଟେଡ଼ (ଏମସିଏଲ୍‍) ମଧ୍ୟରେ ଏକ ଚୁକ୍ତି ହୋଇଛି। ଭାରତୀୟ ଆଭ୍ୟନ୍ତରୀଣ ଜଳପଥ

ନଦୀଦେଇ ବୁହାଯିବ ଲୁହାପଥର, କୋଇଲା: ରାଜ୍ୟ-କେନ୍ଦ୍ର ଓ ଏମ୍‍ସିଏଲ୍‍ ମଧ୍ୟରେ ବୁଝାମଣା

About the Author