Pakistan Army: ପାକିସ୍ତାନ ସେନା ଉପରେ ବଡ଼ ଆକ୍ରମଣ, କର୍ଣ୍ଣେଲ ଏବଂ ଜଣେ ମେଜରଙ୍କ ସମେତ ୧୧ ସୈନିକଙ୍କ ମୃତ୍ୟୁ

Pakistan Army: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ତେହେରିକ-ଏ-ତାଲିବାନ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୧ ଜଣ ସୈନିକ ପ୍ରାଣ ହରାଇଛନ୍ତି।

Pakistan Army: ପାକିସ୍ତାନ ସେନା ଉପରେ ବଡ଼ ଆକ୍ରମଣ, କର୍ଣ୍ଣେଲ ଏବଂ ଜଣେ ମେଜରଙ୍କ ସମେତ ୧୧ ସୈନିକଙ୍କ ମୃତ୍ୟୁ
Image Credit: Pakistani Soldiers Killed

About the Author