ଯୁଦ୍ଧବିରତି ବୃଦ୍ଧି ପରେ ପାକିସ୍ତାନର ବର୍ବରତା, ଆଫଗାନିସ୍ତାନ ଉପରେ କଲା ଏୟାର ଷ୍ଟ୍ରାଇକ୍

Pakistan-Afghanistan Clash: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଅସ୍ତ୍ରବିରତି ଶେଷ ହେବା ପରେ ପାକିସ୍ତାନ ପୁଣି ଥରେ ତାର ବର୍ବରତା ପ୍ରଦର୍ଶନ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ଆଫଗାନିସ୍ତାନରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଛି।

ଯୁଦ୍ଧବିରତି ବୃଦ୍ଧି ପରେ ପାକିସ୍ତାନର ବର୍ବରତା, ଆଫଗାନିସ୍ତାନ ଉପରେ କଲା ଏୟାର ଷ୍ଟ୍ରାଇକ୍

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More