Jyoti Malhotra News: 'ଲଭ୍ ୟୁ, ମୁଁ ଶୀଘ୍ର ଆସିବି...,ଏହି ଚିଠି କାହାକୁ ଲେଖିଥିଲେ ଜ୍ୟୋତି ମାଲହୋତ୍ରା, ଡାଏରୀରୁ ହେଲା ଖୁଲାସା

Jyoti Malhotra News: ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ଗିରଫ ହୋଇଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କ ପୋଲିସ ରିମାଣ୍ଡ ବୁଧବାର ଶେଷ ହେଉଛି। ପୋଲିସ ତାଙ୍କୁ କୋର୍ଟରେ ହାଜର କରିବ। ଏହି ସମୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ନିରନ୍ତର ତଦନ୍ତ ଏବଂ ପ୍ରମାଣ ସଂଗ୍ରହରେ ନିୟୋଜିତ ଅଛନ୍ତି।

Jyoti Malhotra News: 'ଲଭ୍ ୟୁ, ମୁଁ ଶୀଘ୍ର ଆସିବି...,ଏହି ଚିଠି କାହାକୁ ଲେଖିଥିଲେ ଜ୍ୟୋତି ମାଲହୋତ୍ରା, ଡାଏରୀରୁ ହେଲା ଖୁଲାସା
Image Credit: Jyoti Malhotra spy case

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments