Petrol Diesel Price Today: ଓଡ଼ିଶାରେ ବଢ଼ିଲା ପେଟ୍ରୋଲ ଡିଜେଲ ଦର, ଚେକ୍ କରନ୍ତୁ ଲିଟର ପିଛା ମୂଲ୍ୟ

Petrol Diesel Price Today: ଫେବୃଆରୀ ୧୧ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।

Petrol Diesel Price Today: ଓଡ଼ିଶାରେ ବଢ଼ିଲା ପେଟ୍ରୋଲ ଡିଜେଲ ଦର, ଚେକ୍ କରନ୍ତୁ ଲିଟର ପିଛା ମୂଲ୍ୟ

About the Author