Advertisement
Article Detail0/zeeodisha/odisha2997251

Petrol Diesel Price Today: ରାଜ୍ୟରେ ବଢିଲା ତେଲ ରେଟ୍; ଲିଟର ପିଛା ଏତିକି ହେଲା ବୃଦ୍ଧି

Petrol Diesel Price Today: ଦେଶରେ ପ୍ରତ୍ୟକ ଦିନ ନୂଆ ପେଟ୍ରୋଲ୍ ଓ ଡିଜେଲ ଦର ଜାରି ହୋଇଥାଏ। ସକାଳ ୬ଟାରେ ନୂଆ ଦର ଜାରି ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଆଜି ବିଶେଷକରି ରାଜ୍ୟର କେଉଁ ସ୍ଥାନରେ ତେଲ ଦର ଖସିଛି ଆଉ କେଉଁ ସ୍ଥାନରେ ବୃଦ୍ଧି ପାଇଛି। ନଜର ପକାନ୍ତୁ ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର...

ALSO READ: Gold Rate Today: ବଡ଼ ଖବର;୯୫ ହଜାର ତଳେ ରହିଛି ଭରି ପିଛା ମୂଲ୍ୟ,ଆଜି ଓଡ଼ିଶାରେ ୧୦ ଗ୍ରାମ୍ ସୁନାର ଦାମ୍ ରହିଛି...

ALSO READ: Weekly Special Horoscope: ନଭେମ୍ବରର ଦ୍ବିତୀୟ ସପ୍ତାହରେ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ? ପଢନ୍ତୁ ସାପ୍ତାହିକ ସ୍ପେଶାଲ୍ ରାଶିଫଳ

Add Zee News as a Preferred Source

ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୭ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୭ ରହିଛି। ଏଠାର ଦର ସ୍ଥିର ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର ପିଛା ୧୦୩ ଟଙ୍କା ୫୦ ପଇସା  ରହିଥିବା ବେଳେ ଡିଜେଲ୍ ରେଟ୍ ୯୦ ଟଙ୍କା ୦୩ ପଇସା ରହିଛି। 

ଓଡ଼ିଶାର ଭୁବନେଶ୍ବରରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୧ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ (୧ ଲିଟର) ୯୨ ଟଙ୍କା ୭୬ ପଇସା ରହିଛି। ଆଜି ଓଡିଶାରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୮ ଓ ୭ ପଇସା ବୃଦ୍ଧି ହୋଇଛି। ତୈଳ ଦର ବୃଦ୍ଧି କାଟ୍ କରିବାକୁ ବହୁବାର ଦାବି ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉ ନଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚାନ ଦେବା ପାଇଁ ଚାହିବୁ ଯେ, ଆପଣ ଘରେ ବସି ପେଟ୍ରୋଲ ଓ ଡିଜେଲ ଦାମ୍ ଆପଣ (SMS) ଏସଏମ୍-ଏସ୍ ମାଧ୍ୟମରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ । ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ । ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ସହଜରେ ମିଳିଯିବ।

About the Author