8th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା! କେବଳ ଦରମା କି ପେନସନ ନୁହେଁ ମିଳିବ ଅନେକ ସୁବିଧା, ଜାଣନ୍ତୁ ସରକାରଙ୍କ ନିଷ୍ପତ୍ତି..

Written ByPriyambada Rana
Published: Nov 06, 2025, 04:02 PM IST|Updated: Nov 06, 2025, 04:12 PM IST

8th Pay Commission: କେନ୍ଦ୍ର ସରକାର ଗତ କିଛି ଦିନ ମଧ୍ୟରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମୋଦି ସରକାର ଶେଷରେ ଅଷ୍ଟମ ବେତନ କମିଶନକୁ ଅଧିକୃତ ଭାବେ ନୋଟିଫାଇ କରିଛନ୍ତି, ଯାହା ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ସଦସ୍ୟ ବିଶିଷ୍ଟ କମିଟି ପାଇଁ ଏହାର କାର୍ଯ୍ୟ ଆରମ୍ଭ କରିବାର ପଥ ପରିଷ୍କାର କରିଛି।