ଚଳିତ ବର୍ଷ ଅଷ୍ଟମ ବେତନ କମିଶନ ଲାଗୁ ହେବ କି ନାହିଁ ? ମିଳିଲା ସଙ୍କେତ !

Published: Feb 02, 2026, 10:26 PM IST|Updated: Feb 02, 2026, 10:26 PM IST

8th Pay Commission: ବଜେଟ୍ ୨୦୨୬ରେ ଅଷ୍ଟମ ବେତନ କମିଶନ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ତେଣୁ, କ’ଣ ଅଷ୍ଟମ ବେତନ କମିଶନ ଏହି ବର୍ଷ ଲାଗୁ ହେବ ନାହିଁ? ଆସନ୍ତୁ ସେ ବିଷୟରେ ବିସ୍ତୃତ ଭାବରେ ବୁଝିବା।

8th Pay Commission: କେନ୍ଦ୍ରୀୟ କର୍ମଚାରୀମାନେ ୨୦୧୬ ବଜେଟ୍ ରେ ଅଷ୍ଟମ ବେତନ କମିଶନ ପାଇଁ ବହୁତ ଆଶା ରଖିଥିଲେ। ତଥାପି, ଅର୍ଥମନ୍ତ୍ରୀ ସିଧାସଳଖ ଏହା ଘୋଷଣା କରିନଥିଲେ।