Anubhav Mohanty Engagement: ପୁଣି ଚର୍ଚ୍ଚାରେ ଅଭିନେତା ତଥା କେନ୍ଦ୍ରାପଡାର ପୂର୍ବତନ ଅନୁଭବ ମହାନ୍ତି। ପୂର୍ବତନ ପତ୍ନୀ ବର୍ଷାଙ୍କ ଠାରୁ ଛାଡପତ୍ର ନେବା ପରେ ଏବେ ଅଭିନେତା ଆଉ ଥରେ ବିବାହ କରିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ, ଏହାରି ଭିତରେ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି। ଯାହା ଉଭୟଙ୍କ ନିର୍ବନ୍ଧକୁ ନେଇ...
)
ଆଜି ଅଭିନେତା ଅନୁଭବ ମହାନ୍ତି ତାଙ୍କ ବାନ୍ଧବୀ ତଥା ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କ ସହ ନିର୍ବନ୍ଧ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।
ALSO READ: Surya Shani Yuti 2025: ଏହି୫ ରାଶିଙ୍କ ଉପରେ ଟଙ୍କା ବର୍ଷା କରିବେ ସୂର୍ଯ୍ୟ-ଶନି, ଚାକିରିରେ ମିଳିବ ପଦୋନ୍ନତି ସହ..
)
ବିଶେଷକରି ବାହାଘର ତାରିଖକୁ ନେଇ ଅନେକ ଦ୍ବନ୍ଦ ସାମ୍ନାକୁ ଆସିଛି।
)
କିଏ ଆସନ୍ତା ୧୧ ତାରିଖରେ ବାହାଘର ହେବାକୁ ଥିବା ବେଳେ କହୁଥିବା ବେଳେ ଆଉ କିଏ ଅପ୍ରିଲ୍ ୧ ରେ ହେବ ବୋଲି ପୋଷ୍ଟ କରୁଛନ୍ତି।
)
ଏମିତି ଆଜି ଉଭୟଙ୍କ ନିର୍ବନ୍ଧ ବୋଲି କୁହାଯାଉଛି। ଏବଂ ଉଭୟଙ୍କ ନିର୍ବନ୍ଧ ରାଜ୍ୟ ବାହାରେ ମାନେ ନୂଆଦିଲ୍ଲୀରେ ହେବ ବୋଲି କୁହାଯାଉଛି।
)
ତେବେ, ଜାଗୃତି କି ଅନୁଭବଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଏ ବାବଦରେ ଦିଆଯାଇ ନାହିଁ। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି।
)
କେଉଁଦିନ ଏବଂ କେଉଁଠି ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
)
ନିକଟରେ ଜାଗୃତି ଅନୁଭବ ମହାନ୍ତିଙ୍କ ପାଇଁ ବ୍ଲକବଷ୍ଟର ରୁ ବାଲେଟ୍ ବକ୍ସରେ ବହି ଲେଖି ଥିଲେ। ଆଉ ତାହାକୁ ମଧ୍ୟ ଉତ୍ନୋଚନ କରିଥିଲେ।
)
ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଅନୁଭବଙ୍କ ସମେତ ଜାଗୃତି ଓ ବହୁ ଷ୍ଟାର୍ ମଧ୍ୟ ଉପସ୍ଥିତ ଥିଲେ।
)
ତେବେ, ନିକଟରେ ଜାଗୃତି ଦେଇଥିବା ଏକ ସାକ୍ଷାତକାରରେ ମଧ୍ୟ ଏମିତି କିଛି ଅନୁଭବଙ୍କ ବିଷୟରେ କହିଥିଲେ।
)
ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
)
ଜାଗୃତି କହିଥିଲେ ଯେ, 'ସଗୁନ୍ କା ଲିଫାପା' ଏହି କଥାରୁ ହିଁ ଅନୁଭବଙ୍କ ପ୍ରତି ଥିବା ଜାଗୃତିଙ୍କ ଭଲ ପାଇବା ସ୍ପଷ୍ଟ ବାରି ହୋଇ ପଡୁଥିଲା।
)
ଉଭୟଙ୍କୁ ଅଧିକାଂଶ ଇଭେଣ୍ଟରେ ସାଙ୍ଗରେ ଦେଖିବାକୁ ମିଳୁଛି। ଯାହାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ट्रेन्डिंग फोटोज़