Blogger Laba Hansda: ଗୋଟେ ନୁହେଁ, ଦୁଇଟି ବିବାହ କରିଛନ୍ତି ୟୁଟ୍ୟୁବର ଲବ ହାଁସଦା,ଜାଣନ୍ତୁ କ'ଣ କରନ୍ତି ୨ଟି ପତ୍ନୀ?

Written ByNarmada Behera
Published: May 18, 2025, 09:54 AM IST|Updated: May 18, 2025, 09:54 AM IST

Blogger Laba Hansda: ପୁଣି ବିବାଦ ଘେରରେ ଚର୍ଚ୍ଚିତ ୟୁଟ୍ୟୁବର  ଲବ ହାଁସଦା। ପ୍ରେମିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଫସିଥିବା ଲବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ।