8th Pay Commissionକୁ ନେଇ ବଡ଼ ଅପଡେଟ୍, ବଢ଼ିପାରେ ବେସିକ୍ ସାଲେରୀ ଓ ପେନସନ୍...

Written ByPriyambada Rana
Published: Jul 06, 2026, 08:44 PM IST|Updated: Jul 06, 2026, 08:44 PM IST

8th Pay Commission: ଅଷ୍ଟମ ବେତନ କମିଶନ୍କୁ ନେଇ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ବିଭିନ୍ନ କର୍ମଚାରୀ ସଂଗଠନ ସରକାରଙ୍କ ନିକଟରେ ଏଭଳି ଏକ ବେତନ ବୃଦ୍ଧି ପ୍ରସ୍ତାବ ରଖିଛନ୍ତି, ଯାହା ଅନୁମୋଦନ ପାଇଲେ କର୍ମଚାରୀଙ୍କ ଦରମାରେ ବଡ଼ ଧରଣର ବୃଦ୍ଧି ହୋଇପାରେ।