EPFO: ସେବାରେ ପରିବର୍ତ୍ତନ କରିଛି ଇପିଏଫଓ, କେମିତି କରିବେ PF ଟ୍ରାନ୍ସଫର ଏବଂ ବାଲାନ୍ସ ଚେକ୍ ? ଜାଣନ୍ତୁ

Published: May 18, 2025, 10:50 PM IST|Updated: May 18, 2025, 10:50 PM IST

EPFO: ଇଫିଏଫଓ ସେବାରେ ​​ନିରନ୍ତର ଭାବେ ଅନେକ ପରିବର୍ତ୍ତନ କରୁଛି। ଏବେ ବାଲାନ୍ସ ଯାଞ୍ଚ, ପିଏଫ୍ ଟ୍ରାନ୍ସଫର ଏବଂ ପେନସନ ସମ୍ବନ୍ଧୀୟ ଯେକୌଣସି କାମ କିଛି ସହଜରେ ଆପଣ କରିପାରିବେ । କେବଳ ଗୋଟିଏ ମେସେଜ୍ ମାଧ୍ୟମରେ ଆପଣଙ୍କର ଆକାଉଣ୍ଟ ବାଲାନ୍ସ ମଧ୍ୟ ଯାଞ୍ଚ କରିପାରିବେ।